ଗଣଦୁଷ୍କର୍ମ ଅଭିଯୁକ୍ତର ବିବାହ ପାଇଁ ମିଳିଥିଲା ବେଲ୍- ଖାରଜ କରି ସରେଣ୍ଡର କରିବାକୁ କହିଲେ ବମ୍ୱେ ହାଇକୋର୍ଟ
ଗଣଦୁଷ୍କର୍ମ ଅଭିଯୁକ୍ତର ଆଗକୁ ବିବାହ ଅଛି। ସେଥିଲାଗି ତାକୁ ଜାମିନ୍ ଦେଇଥିଲେ ଟ୍ରାଏଲ କୋର୍ଟ। ଯାହାକୁ ଖାରଜ କରିଦେଇଛନ୍ତି ବମ୍ୱେ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ଅପରାଧର ଗମ୍ଭୀରତାକୁ…
