ଧର୍ମ

ଚାରଧାମ ଯାତ୍ରା ଅବସରରେ  ଏପର୍ଯ୍ୟନ୍ତ ୨.୮୯ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ କେଦାରନାଥରେ ପହଂଚିଛନ୍ତି

ଦେହରାଡୁନ୍‌ : ଉଚ୍ଛରାଖଂଡର  ଚାରିଧାମ ଯାତ୍ରା  ଅବସରରେ ଏପର୍ଯ୍ୟନ୍ତ ୮.୩୧ ଲକ୍ଷରୁ ଅଧିକ ଭକ୍ତ ପରିଦର୍ଶନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଲକ୍ଷ ୮୯ ହଜାର ୧୪୯ ଭକ୍ତ ବାବା କେଦାରନାଥଙ୍କୁ ଦେଖା କରିବାକୁ ପହଂଚିଛନ୍ତି ।  ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ପର୍ଯ୍ୟଟନ ଶିଳ୍ପ ପାଇଁ ଏକ ଭଲ ସଙ୍କେତ ଭାବରେ ବିବେଚନା କରାଯାଏ । ଭକ୍ତଙ୍କ ସଂଖ୍ୟାର  ଆକଳନ ପର୍ଯ୍ୟଟନ ବିଭାଗ ଦ୍ୱାରା ପ୍ରକାଶ ପାଇଛି । ଏହି ସଂଖ୍ୟା  ହେଉଛି ୨୨ ଏପ୍ରିଲରୁ ୧୪ ମଇ ରାତି ୮ ଟାର୍ଯ୍ୟନ୍ତ । 

Related Articles

Leave a Reply

Your email address will not be published.

Back to top button