ହାସିନାଙ୍କ ବିରୁଦ୍ଧରେ ରାୟ ଆସିବା ଆଗରୁ ବାଂଲାଦେଶରେ ବ୍ୟାପକ ହିଂସା

ବାଂଲାଦେଶରେ ବ୍ୟାପକ ହିଂସା। ରାଜନୈତିକ ଉତ୍ତେଜନା ଚରମସୀମାରେ। ଆଇସିଟି ବା ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ ରାୟ ଆସିବା ପୂର୍ବରୁ ପରିସ୍ଥିତି ବିଗିଡ଼ିଯାଇଥିଲା। ଶେଖ୍ ହାସିନାଙ୍କ ଆଓ୍ୱାମୀ ଲିଗ୍‌…