ମା-ଝିଅର ଜଣେ ବୟଫ୍ରେଣ୍ଡ: ସୁପାରି ଦେଇ ସ୍ୱାମୀକୁ ମାରିଦେଲା ଝିଅ

ବିବାହକୁ ମାତ୍ର ମାସେ ହୋଇଥିଲା। ହେଲେ ସ୍ୱାମୀକୁ ସବୁଦିନ ଲାଗି ରାସ୍ତାରୁ ହଟାଇଦେଲା ପତ୍ନୀ। ମା ସୁଜାତା ସହ ମିଶି ସ୍ୱାମୀ ତେଜେଶ୍ୱରକୁ ମର୍ଡର କରିଦେଲୋ ଐଶ୍ୱର୍ଯ୍ୟା।…