ଶିବଲିଙ୍ଗ ସହ ପୋଷ୍ଟର- ମଡେଲଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

 ଶିବ ଲିଙ୍ଗ ସହ ବିବାଦୀୟ ପୋଷ୍ଟ କରିଥିବା ଫେସନ୍ ମଡେଲରଙ୍କୁ ଅଦାଲତି ଆଶ୍ୱସ୍ତି। ସଂପୃକ୍ତ ମଡେଲଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲିବା ଉପରେ ରହିତାଦେଶ ଜାରି କରିଛନ୍ତି…