ଟି-ଟ୍ୱେଣ୍ଟି ବିଶ୍ୱକପରୁ ବାଂଲାଦେଶ ବିଦା..ମହଙ୍ଗା ପଡ଼ିଲା ଜିଦ୍

ମହଙ୍ଗା ପଡିଲା ଜିଦ୍। ଆସନ୍ତା ଟି-ଟ୍ୱେଣ୍ଟିରୁ ବାଂଲାଦେଶ ଆଉଟ୍। ଟି-ଟ୍ୱେଣ୍ଟି ୨୦୨୬ ବିଶ୍ୱକପରୁ ବାଂଲାଦେଶକୁ ବାହାର କରିଦେଲା ଆଇସିସି। ବାଂଲାଦେଶ ଜାଗାରେ ସ୍କଟଲ୍ୟାଣ୍ଡକୁ ମୈଦାନକୁ ଓହ୍ଲାଇବ ଆଇସିସି।…