ପିଟି ପିଟି ଯୁବକକୁ ହତ୍ୟା

ଯୁବକକୁ ପିଟି ପିଟି ହତ୍ୟା।ବାଲେଶ୍ବର ଜିଲ୍ଲା ସଦର ବ୍ଳକ୍ ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଅଭାବନୀୟ ଘଟଣା । ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ…