ସରକାରୀ ସହାୟତାରୁ ବାଦ ପଡ଼ିଲା ଭବାନୀପାଟଣା – ରାୟଗଡା ଛଅ ନମ୍ବର ରାଜ୍ୟ ରାଜପଥ : ଦୁର୍ଦ୍ଦଶାରେ ଲୋକେ

କଳାହାଣ୍ଡି : କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଛଅଟି ସଡ଼କ ଓ ସେତୁ ପ୍ରକଳ୍ପର ଉନ୍ନତିକରଣ ପାଇଁ ବ୍ୟୟ ବରାଦ ଘୋଷଣା କରାଯାଇଛି ।…