ମନ୍ଦିର ଜମି କେଳେଙ୍କାରୀ- ଖଣ୍ଡଗିରି ସବରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ ଓ ଦୁଇ କିରାଣୀଙ୍କ ବିରୁଦ୍ଧରେ ପ୍ରୋସିଡିଂ

କାଶୀପୁର ମୌଜାର ୬୪୫ ଡିସିମିଲ୍ ପରିମିତ ମନ୍ଦିର ଜମିକୁ ରେଜିଷ୍ଟ୍ରେସନ ଜାଲିଆତିରେ ଆରମ୍ଭ ହେବ ବିଭାଗୀୟ କାର୍ଯାନୁଷ୍ଠାନ। ସତ୍ତ୍ୱ କେଳେଙ୍କାରୀକୁ କେମିତି ଜାଣିପାରିଲେନି ଖଣ୍ଡଗିରି ସବରେଜିଷ୍ଟ୍ରାର ଅର୍ଚ୍ଚନା…