ଆଇପିଏଲ-୨୬ ଅକ୍ସନ: ଚର୍ଚ୍ଚାରେ ୧୦ ଖେଳାଳୀ

ଆଇପିଏଲ-୨୦୨୬ ପାଇଁ ଭାରତରେ ଏଥର ହେବ ଖେଳାଳୀ ନିଲାମୀ ପ୍ରକ୍ରିୟା। ବିଗତ ଦୁଇଟି ନିଲାମୀ ଦୁବାଇ ଓ ଜେହାଦରେ ହୋଇଥିଲା। ୨୦୨୩ରେ ଦୁବାଇ ଓ ୨୦୨୪ରେ ଜେହାଦରେ…