ଦୁଷ୍କର୍ମ କରି ଛାତରୁ ଡେଇଁ ପୁଲିସର ଭାଙ୍ଗିଲା ଗୋଡ଼

ବିହାରର ସିଓ୍ୱାନ ଥାନାରୁ ଆସିଛି ଅଭାବନୀୟ ଘଟଣା। ଜଣେ ପୁଲିସ କର୍ମୀ ଘରେ ପଶି ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର୍ ହେବାକୁ ବସିଥିଲା। ଛାତରୁ ଡେଇଁ…