ନେଗି ମୃତ୍ୟୁ ମାମଲା- ହେବନି ସିବିଆଇ ତଦନ୍ତ

ଇଞ୍ଜିନିୟର ବିମଳ ନେଗିଙ୍କ ମୃତ୍ୟୁ ମାମଲାରେ ହେବନି ସିବିଆଇ ତଦନ୍ତ। ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପରିବାରର ସମ୍ପୂର୍ଣ୍ଣ ଭରସା ଅଛି ବୋଲି ବିଧାନସଭାରେ କହିଛନ୍ତି ହିମାଚଳପ୍ରଦେଶ…