ବିଜେଡିରୁ ଅରବିନ୍ଦ ଓ ସନାତନ ସସପେଣ୍ଡ

ବିଜେଡିରୁ ସସପେଣ୍ଡ ହେଲେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର। ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ଦଳରୁ ସସପେଣ୍ଡ କଲେ ନବୀନ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର…