ଗରିବର ପତ୍ନୀ-ଗାଁ ଯାକର ଭାଉଜ:ଅଫିସରଙ୍କ ଅଣଦେଖାରୁ କ୍ଷୋଭ ଝାଡ଼ିଲେ ଦଳିତ ବିଧାୟକ

ଗରିବର ପତ୍ନୀ, ସମସ୍ତଙ୍କର ଭାଉଜ। ସେଥିଲାଗି କେହି ପଚାରନ୍ତିନି। ଅଫିସରରାଜକୁ ନେଇ ଏଭଳି ଢଗ କହି ନିଜର ରୋଷ ଝାଡ଼ିଛନ୍ତି ବିଜେପି ବିଧାୟକ ପନ୍ନାଲାଲ ସାକ୍ୟ। ଗୁନାର…