ବନ୍ଦେ ଭାରତ ଏକ୍ସପ୍ରେସରେ ସିଟକୁ ନେଇ ହଙ୍ଗାମା- ଯାତ୍ରୀଙ୍କୁ ପିଟିଲେ ବିଧାୟକଙ୍କ ସମର୍ଥକ

ବନ୍ଦେ ଭାରତ ଏକ୍ସପ୍ରେସରେ ସିଟକୁ ନେଇ ହଙ୍ଗାମା। ବିଜେପି ବିଧାୟକଙ୍କ ସମର୍ଥକଙ୍କ ମାଡ଼ରେ ଲହୁଲୁହାଣ ହେଲେ ଯାତ୍ରୀ। ଝାନ୍ସିରୁ ଭୋପାଳ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀ…