ମୋଦୀଙ୍କ ନୂଆ ଟିମ୍-
ନରେନ୍ଦ୍ର ଦାମୋଦର ଦାସ ମୋଦୀ, ପ୍ରଧାନମନ୍ତ୍ରୀଲଗାତର ହ୍ୟାଟ୍ରିକ ସରକାର ଗଢିବାରେ ଦେଶର ୩ୟ ପ୍ରଧାନମନ୍ତ୍ରୀଜବାହର ଲାଲ ନେହେରୁ ୧୯୫୨, ୧୯୫୭ ଏବଂ ୧୯୬୨ରେ ସରକାର ଗଢିଥିଲେଗୁଜରାଟର ମୁଖ୍ୟମନ୍ତ୍ରୀରୁ…
Power of Truth
ନରେନ୍ଦ୍ର ଦାମୋଦର ଦାସ ମୋଦୀ, ପ୍ରଧାନମନ୍ତ୍ରୀଲଗାତର ହ୍ୟାଟ୍ରିକ ସରକାର ଗଢିବାରେ ଦେଶର ୩ୟ ପ୍ରଧାନମନ୍ତ୍ରୀଜବାହର ଲାଲ ନେହେରୁ ୧୯୫୨, ୧୯୫୭ ଏବଂ ୧୯୬୨ରେ ସରକାର ଗଢିଥିଲେଗୁଜରାଟର ମୁଖ୍ୟମନ୍ତ୍ରୀରୁ…
ଶପଥ ଗ୍ରହଣ କଲା ଏନଡିଏ ସରକାର। ଆରମ୍ଭ ହେଲା ମୋଦିଙ୍କ ତୃତୀୟ ପାଳି। ସହଯୋଗୀଙ୍କ ସହାୟତାରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ…
ଧର୍ମେନ୍ଦ୍ର ପ୍ରଧାନ- ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନରେଦ୍ର ମୋଦି । ମୋଦିଙ୍କ ସହ ୩୦ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଓଡ଼ିଶାରୁ…
୩ୟ ଥର ମୋଦୀ ସରକାର । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ । ଜବାହାରଲାଲ ନେହରୁଙ୍କ ପରେ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ…
ପୁତୁରାର ଶୁଦ୍ଧି କ୍ରିୟା ପାଇଁ ନବନିର୍ବାଚିତ ବିଜେପି ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ମିଳିଲା ଅନ୍ତରୀଣ ଜାମିନ। ଅତିରିକ୍ତ ଜିଲ୍ଲା ଦୌରାଜଜ ଜଗଦ୍ଦେବଙ୍କୁ ୩ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ…
ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ…
ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଏଥିପାଇଁ ଆଜି ଏନଡିଏର ବୈଠକ ଡକାଯାଇଛି । ଏନଡିଏ ବୈଠକରେ ମନ୍ତ୍ରୀମଣ୍ଡଳର ରୂପରେଖ କଣ…
କୁଆଡ଼େ ଗଲେ ପାଣ୍ଡିଆନ୍। ବିଜେଡିରେ ଓ ନବୀନ ସରକାରରେ ସବୁଠୁ ପାଓ୍ୱାରଫୁଲ୍ ଥିବା ବ୍ୟକ୍ତିତ୍ୱଙ୍କ ଅଚାନକ ଅନ୍ତର୍ଦ୍ଧାନ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଜେଡିର ବଡ଼ ପରାଜୟ…
ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ନରେନ୍ଦ୍ର ମୋଦୀ ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସବସମ୍ମତିକ୍ରମେ ନିଆଗଲା ନିଷ୍ପତ୍ତି । ଗତକାଲି ଲୋକସଭା ଫଳାଫଳ…
ଗତକାଲି ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ଏଥର ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ୟୁପିରେ ବିଜେପି ଜିତିବ…
ମା ବିରଜାଙ୍କ ଦର୍ଶନ କରିଛନ୍ତି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ଯାଜପୁର ସାଂସଦ ଭାବେ ରବୀନ୍ଦ୍ର ନାରାୟଣ ବେହେରା ବିଜୟୀ ହେବା ପରେ ଯାଜପୁର…
ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ରାଓଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧୀ ବୃଦ୍ଧି କରିଛନ୍ତି…