ବିଇଏମସି କାର୍ଯ୍ୟଳୟରୁ ଚୋରି କରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସ୍ୱାସ୍ଥ୍ୟ ବିଭାଗ କୋଠରୀରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ଅଭିଯୋଗ । ଚୋରି କରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ । ବିଇଏମସିର…