ବଦଲାପୁର ଫେକ୍ ଏନକାଉଣ୍ଟର- ୫ ପୁଲିସ ଦୋଷୀ

ବଦଲାପୁରର ଏକ ସ୍କୁଲରେ କୋମଳମତି ଶିଶୁଙ୍କୁ ଯୌନଶୋଷଣ କରିଥିବା ଅଭିଯୁକ୍ତ ଅକ୍ଷୟ ସିନ୍ଦେଙ୍କୁ ମିଛ ଏନକାଉଣ୍ଟର ମହଙ୍ଗା ପଡ଼ିଛି ପୁଲିସକୁ। ଏହି ଏନକାଉଣ୍ଟରରେ ସାମିଲ୍ ଥିବା ୫ଜଣ…