ରେଳ କର୍ମଚାରୀଙ୍କୁ ପାର୍ବଣ ଭେଟି: ମିଳିବ ୭୮ ଦିନର ବୋନସ୍

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପାର୍ବଣ ଭେଟି । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ବୋନସ ପ୍ରଦାନକୁ ମଞ୍ଜୁରୀ ମିଳିଛି। ଏଥର ରେଳ କର୍ମଚାରୀଙ୍କୁ…