ପୁସ୍ତକକୁ ନେଇ ପଲିଟିକ୍ସ- ମୁହାଁମୁହିଁ ଦୁବେ ଓ ପ୍ରିୟଙ୍କା

ସଂସଦରେ ବହି ଆଳରେ ଆରମ୍ଭ ବିବାଦ ଏବେ ବିଜେପି ଓ କଂଗ୍ରେସ ଭିତରେ ଟକ୍କର ସ୍ଥିତି ଉତ୍ପନ୍ନ କରିଛି। ନିଶିକାନ୍ତ ଦୁବେ ଟାର୍ଗେଟ କରିଛନ୍ତି ଗାନ୍ଧୀ ପରିବାରକୁ।…