ଜୁଲାଇ ପହିଲାରୁ ଲାଗୁ- ତତ୍କାଳ ଟିକଟ ବୁକିଂ ପାଇଁ ଭେରିଫାଏଡ୍ ଆଧାର ଅନିର୍ବାର୍ଯ୍ୟ

ଅଥେଣ୍ଟିକେସନ ଆଧାର କାର୍ଡଧାରୀ ବା ଭେରିଫାଏଡ୍ କାର୍ଡଧାରୀ ହିଁ ତତ୍କାଳ ଟିକଟ ବୁକ୍ କରିପାରିବେ। ଜୁଲାଇ ପହିଲାରୁ ଏହା ଲାଗୁ ହେବ ବୋଲି ରେଳ ମନ୍ତ୍ରାଳୟ କହିଛି।…