ଭୋର୍ ୩ଟାରୁ ଅପରେସନ- ସୁରାଟରେ ଧରାପଡ଼ିଲେ ୫ଶହ ବାଂଲାଦେଶୀ ଅନୁପ୍ରବେଶକାରୀ- ଓଡ଼ିଶାରେ କେବେ?

ପାକିସ୍ତାନୀଙ୍କୁ ଖୋଜୁଥିଲେ। କିନ୍ତୁ ଧରାପଡ଼ିଲେ ବାଂଲାଦେଶୀ। ପାକିସ୍ତାନ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛି ସୁରାଟ ପୁଲିସ। ଗୁଜରାଟର ଅହମଦାବାଦ ଓ ସୁରାଟରେ ୫ଶହରୁ ଅଧିକ ସନ୍ଦିଗ୍ଧଙ୍କୁ ଧରିଛି…