ଭାରତୀୟ ମହିଳା ଆଙ୍କରଙ୍କୁ କାହିଁକି ଟାର୍ଗେଟ କଲା ବାଂଲାଦେଶ?

ଆଇପିଏଲରୁ ମୁସ୍ତାଫିଜୁର ରେହେମାନଙ୍କୁ କେକେଆର୍ ବିଦା କରିବା ପରେ ଏହାର ପ୍ରତିଶୋଧ ନେଇଛି ବାଂଲାଦେଶ। ବିପିଏଲ ବ୍ରଡକାଷ୍ଟର ପାନେଲରୁ ଭାରତୀୟ ଆଙ୍କରଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ…