ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ : କେନ୍ଦ୍ରକୁ ମୋହନ ସରକାରଙ୍କ ସୁପାରିଶ- ଚାକିରୀରୁ ବିଦା ହେବେ ଆଇଏଏସ ସନ୍ତୋଷ ବର୍ମା!
ବ୍ରାହ୍ମଣ ଝିଅଙ୍କ ଉପରେ ଟିପ୍ପଣୀ କରି ଚାକିରୀରୁ ବିଦା ହୋଇପାରନ୍ତି ଆଇଏଏସ ସନ୍ତୋଷ ବର୍ମା। ମଧ୍ୟପ୍ରଦେଶର ମୋହନ ଯାଦବ ସରକାର ସନ୍ତୋଷଙ୍କୁ ହଟାଇବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି।…
