ପତ୍ନୀଙ୍କଠୁ ମାଡ଼ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି!

ବିମାନରୁ ଓହ୍ଲାଇବା ବେଳେ କିଏ ଧକ୍କା ଦେଲା ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ। କିଏ ତାଙ୍କ ଗାଲରେ ହାତ ବୁଲାଇଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସମସ୍ତଙ୍କ ସାମ୍ନାରେ ତାଙ୍କ…