ବିଏସକେୱାଇ ନେଇ ଦ୍ୱନ୍ଦ୍ୱର ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ :ଜାରି ରହିଛି ଯୋଜନା

ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ । ବିଏସକେୱାଇ ଯୋଜନା ଜାରି ରହିଛି କହିଲେ ସ୍ୱାସ୍ଥ୍ୟ ସଚିବ। ବିଏସକେୱାଇକୁ…