ବୁଲଡୋଜର ଆକ୍ସନକୁ ନିଷିଦ୍ଧ । ସୁପ୍ରିମ କୋର୍ଟଙ୍କ ବଡ଼ ରାୟ

ବୁଲଡୋଜର ଆକ୍ସନ ମାମଲାରେ ଆସିଲା ସୁପ୍ରିମ ରାୟ । ସେ ବୁଲଡୋଜର ଆକ୍ସନକୁ ନିଷିଦ୍ଧ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଦେଶ କୌଣସି ରାଜ୍ୟ ପାଇଁ ନୁହେଁ,…