ଚେନ୍ନାଇ ଏୟାର ସୋରେ ବଡ଼ ଅଘଟଣ : ୪ ମୃତ, ୧୦୦ରୁ ଅଧିକ ଆହତ

ଚେନ୍ନାଇ ଏୟାର ସୋରେ ବଡ଼ ଅଘଟଣ। ଗତକାଲି ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଆୟୋଜିତ ଏୟାର ସୋ କାର୍ଯ୍ୟକ୍ରମରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି ୫…