ପୋଖରୀରେ ବୁଡି ୫ବର୍ଷର ଶିଶୁ ମୃତ

ରାଜକନିକା ଥାନା ଅନ୍ତର୍ଗତ ନନ୍ଦିମାହାରା ଗାଁରେ ଘଟିଯାଇଛି ଏକ ଦୁଖଃଦ ଘଟଣା। ସୋମବାର ସକାଳ ୯ଟା ବେଳେ ନନ୍ଦିମାହାରା ଗାଁର ରଞ୍ଜନ ବେହେରାଙ୍କ ପାଞ୍ଚ ବର୍ଷ ର…