ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଚିଲିରେ ଭୟଙ୍କର ଭୂକମ୍ପ ଝଟକା। କେଲାମା ନିକଟସ୍ଥ ଏଣ୍ଟୋଫାଗାସ୍ତା ଅଞ୍ଚଳରେ ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି…