ଟଏଲେଟରେ ବସି କୋର୍ଟ ଶୁଣାଣୀ – ୧୫ ଦିନ ଧରି କମ୍ୟୁନିଟି ସର୍ଭିସ ଲାଗି ଦଣ୍ଡ

କୋର୍ଟ ଶୁଣାଣୀ ବେଳେ ଟଏଲେଟରେ ବସିବା ମହଙ୍ଗା ପଡ଼ିଲା। ଗୁଜରାଟ ହାଇକୋର୍ଟ ସଂପୃକ୍ତ ବ୍ୟକ୍ତିକୁ ଅଭିନବ ଦଣ୍ଡ ଦେଇଛନ୍ତି। ସୁରାଟରେ ଥିବା ମମତା ମାନସିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫…