ଟାର୍ଗେଟ ପୂରଣ ନ ହେବାରୁ- ଜଞ୍ଜିରରେ ବାନ୍ଧି ପଶୁ ଭଳି ବ୍ୟବହାର!

ଜଞ୍ଜିରରେ ବାନ୍ଧିଲେ। ପଶୁଙ୍କ ଭଳି ଚଲାଇଲେ। ଟାର୍ଗେଟ ପୂରଣ କରିନପାରିବାରୁ ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପ୍ରତି ଏଭଳି ଅମାନବୀୟ ଆଚରଣ କରିଛି। କେରଳ କୋଚିରୁ ଏକ…