ଜାତୀୟ

ସୁପ୍ରିମକୋର୍ଟ ମୁକ୍ତାର୍ ଅନସାରୀଙ୍କ ଆବେଦନ ଉପରେ ଜୁଲାଇ ୧୮ ରେ କରିବେ ଶୁଣାଣି

ନୂଆଦିଲ୍ଲୀ : ଜୁଲାଇ ୧୮ ରେ ଉତରପ୍ରଦେଶର ପୂର୍ବତନ ବିଧାୟକ ମୁକ୍ତାର୍ ଅନସାରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଶେଷ ଶୁଣାଣିରେ ସୁପ୍ରିମକୋର୍ଟ ମୁ୍‌କ୍ତାର ଅନସାରୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତିି ଉପରେ ମଧ୍ୟବର୍ତର୍ୀକାଳୀନ ଶୁଆଣୀ ଉପରେ  ରୋକ ଲଗାଇଥିଲେ ।  ୨୦୦୩ ମସିହାରେ ମୁକ୍ତାର  ଅନସାରୀଙ୍କୁ ଜେଲରଙ୍କୁ ଧମକ ଦେବା ଏବଂ ଏକ ରିଭଲଭର ବ୍ରାଣ୍ଡିଂ ଅଭିଯୋଗରେ ଆହ୍ଲାବାଦ ହାଇକୋର୍ଟ ଦଣ୍ଡିତ କରିଥିଲେ । ଏହି ମାମଲାରେ ହାଇକୋର୍ଟ ମୁକ୍ତାର  ଅନସାରୀଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button