CRIED

  • କାହିଁକି କାନ୍ଧିଲେ ମୁଖ୍ୟମନ୍ତ୍ରୀ ?

    କାନ୍ଧିଲେ ମୁଖ୍ୟମନ୍ତ୍ରୀ। କାହିଁକି କାନ୍ଧିଲେ କର୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । କାରଣ ଜାଣିଲେ ଆପଣ ଚକିତ ହୋଇଯିବେ । ରାଜ୍ୟର କୌଣସି ବିପତ୍ତି ପାଇଁ ନୁହେଁ ସେଭଳି କୌଣସି ଗମ୍ଭୀର ପରିସ୍ଥିତି ନୁହେଁ । ଫିଲ୍ମ ଦେଖି ମୁଖ୍ୟମନ୍ତ୍ରୀ କାନ୍ଧିଲେ ।ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ୍ୟ ଘଟଣା ଟି ସତ୍ୟ । 777 ଚାର୍ଲି ଫିଲ୍ମ ଦେଖି ମାନ୍ୟବର ମୁଖ୍ୟମନ୍ତ୍ରୀ କାନ୍ଧିଲେ । ଏହି ଫିଲ୍ମରେ କୁକୁର ଓ ମଣିଷ ମଧ୍ୟ୍ୟରେ ସମ୍ପର୍କର ନିବଡତା କଥା ପ୍ରଦର୍ଶିତ ହୋଇଛି । ରକ୍ଷଶିତ ସେଟୀ ଙ୍କ ନୁଆ ଫିଲ୍ମି 777 ଚାର୍ଲି 5 ଟି ଭାଷାରେ 10 ଜୁନ 2022 ଦିନ ରିଲିଜ୍ ହେଲା ।

    13 ଜୁନ ଦିନ ମୁଖ୍ୟମନ୍ତ୍ରୀ ଏହି ଫିଲ୍ମ କୁ ଦେଖିଲେ । ଦେଖିଲେ କିନ୍ତୁ ପରିସ୍ଥିତି କୁ ନିୟନ୍ତ୍ରଣ କରିପାରଲେ ନାହିଁ । ଆଖିରେ ଲୁହ ପଳାଇ ଆସିଲା । ଫିଲ୍ମ ଦେଖି ତାଙ୍କ କୁକୁର କଥା ମନେପଡଗିଲା । କୁକର ଗୋଟିଏ ବିଶ୍ବସ୍ତ ପ୍ରାଣୀ । କୁକୁର ର ଭଲପାଇବା ନିସର୍ତ୍ତମୁଳକ । କୁକୁର ଭଲପାଇବା ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କର ନିଜ କୁକୁର କଥା ମନେପଡିଯାଇଥିଲା । ଶେଷରେ ନିଜର କୁକୁର କଥା ଭାବି ଭାବି କାନ୍ଧିଥିଲେ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button