ଆଇପିଏଲ ସମାପନ ସମାରୋହ- ସେନାଙ୍କୁ ସମର୍ପଣ

ଆଇପିଏଲ ଫାଇନାଲ ମ୍ଯାଚରେ ସେନା ପ୍ରମୁଖଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଏଭଳି ନିଷ୍ପତ୍ତି ନେଇ ଗୌତମ ଗାମ୍ଭୀର କହିଛନ୍ତି, ଏଭଳି ନିଷ୍ପତ୍ତି ଅବିଶ୍ୱସନୀୟ ପଦକ୍ଷେପ…