dengu

  • ରାଜଧାନୀରେ ଡେଙ୍ଗୁ ଆତଙ୍କ

    ଭୁବନେଶ୍ୱର : ଥମିବାର ନାଁ ନେଉ ନାହିଁ ଡେଙ୍ଗୁ ଅଂକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ  ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା 2408ରେ ପହଞ୍ଚିଛି। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା 1900 ପାର କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ତଥା ଭୁବନେଶ୍ୱର ଉପକଣ୍ଠରୁ ଚିହ୍ନଟ ହୋଇଛନ୍ତି 5 ଶହରୁ ଅଧିକ ରୋଗୀ। ସେପଟେ ରେଡ଼ ଜୋନରେ ଖୋର୍ଦ୍ଧା, ଭୁବନେଶ୍ୱର ହଟସ୍ପଟ ପାଲଟିଛି । ତେବେ ସମସ୍ତ ଆଗୁଆ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖାଦେଇଛି l

Back to top button