ମା” ଙ୍କ ଆବାହନ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାପାଇଁ ଚଳଚଂଚଳ ଢେଙ୍କାନାଳ । ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜା ବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି । ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଧୁମ୍‌ଧାମ୍‌ରେ…