ମୋଦିଙ୍କ ପ୍ରକଳ୍ପ ବର୍ଷା – ଫୋକସରେ ଯୁବପୀଢ଼ିଙ୍କ ରୋଜଗାର

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ। ଏୟାରପୋର୍ଟରୁ ଜେଲ ଛକ ଯାଏ କରିଥିଲେ ରୋଡ ସୋ। ପାରମ୍ପରିକ ଗୀତ ନାଚରେ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲେ ମୋଦି।…