ଝିଅ ଆଇଏଏସ ପାଇଥିବା ଖବରର ସତ୍ୟାସତ୍ୟ ନ ପରଖି ଅପମାନିତ ହେଲା ପରିବାର

ପରିବାର ଆତ୍ମହରା ହୋଇପଡ଼ିଥିଲା। ପାଦ ତଳେ ଲାଗୁନଥିଲା। ଖୁସିର ମାହୋଲ ଚାରିଆଡ଼େ ଥିଲା। କାରଣ ଝିଅ ଆଇଏଏସ୍ ପାଇଛି। ମିଠା ବାଣ୍ଟି, ପରସ୍ପରକୁ ଆଲିଙ୍ଗନ କରି ଖୁସି…