ମୁଁ ଇଣ୍ଟରଭ୍ୟୁ ଦିଏନା- କାହିଁକି ଏମିତି କହିଲେ ସିଜେଆଇ?

ମୁଁ ଇଣ୍ଟରଭ୍ୟୁ ଦିଏନା। କାରଣ ବିଚାରପତି କାମ କରିବା କଥା, ପ୍ରତିଶୃତି ଦେବା କଥା ନୁହେଁ। ମୁଁ ଏମିତିରେ ମିଡିଆକୁ ଯିବାକୁ ସଂକୋଚ କରେ। କାରଣ ବିଶ୍ୱାସ…