ବଡ଼ିରେ ବ୍ୟାଣ୍ଡେଜ୍ ବାନ୍ଧି ସୁନା ଚୋରାଉଥିଲେ ଅଭିନେତ୍ରୀ ରାନ୍ୟା

ଅଭିନେତ୍ରୀ ରାନ୍ୟା ରାଓଙ୍କ ଜାମିନ ଆବେଦନକୁ କଡ଼ା ବିରୋଧ କରିଛି ଡିଆରଆଇ ବା ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ। କର୍ଣ୍ଣାଟକର ଏକ ଅଦାଲତକୁ ଡିଆରଆଇ କହିଛି ଯେ, ସୁନା…