ସେପ୍ଟେମ୍ୱର ୩୦ରୁ ଆଉ ଚଳିବନି କାଗଜରେ କିଣାବିକା- ଏଣିକି ଇ-ଖାତା: ଇ-ଖାତା ସାଜିବ ସମ୍ପତ୍ତିର ସୁରକ୍ଷା କବଚ
ପ୍ରୋପର୍ଟି କିଣାବିକା କରିବାକୁ ଚାହୁଁଛନ୍ତି କି। ଏଥିଲାଗି ଇ-ଖାତା ବାଧ୍ୟତାମୂଳକ। ପଞ୍ଜୀକରଣ ପୂର୍ବରୁ ଇ-ଖାତା ନଥିଲେ ପଞ୍ଜୀକରଣ ହେବନି। ସେଥିଲାଗି ବିଲଡରଙ୍କୁ କୁହ। ଜମିର ଇ-ଖାତା ଦେଖାଇବ।…