ଇ-ରିକ୍ସା ଚାର୍ଜିଂ ବେଳେ ନିଆଁ- ଶ୍ୱାସରୁଦ୍ଧରୁ ୬ ହସ୍ପିଟାଲରେ ଭର୍ତ୍ତି

ଇ-ରିକ୍ସା ଚାର୍ଜିଂ ବେଳେ ଘରେ ଲାଗିଲା ନିଆଁ। ଆଉ ଶ୍ୱାସରୁଦ୍ଧ ହୋଇ ଘରର ୬ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀର ଶାହଦରା ଅଞ୍ଚଳରେ ରବିବାର ରାତିରେ…