ଷ୍ଟାରସିପର ସପ୍ତମ ଟେଷ୍ଟ ଫେଲ୍

ଫେଲ୍ ମାରିଲା ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସ ଷ୍ଟାରସିପର ଉତକ୍ଷେପଣ। ଷ୍ଟାରସିପର ସପ୍ତମ ଟେଷ୍ଟ ଫେଲ୍ ମାରିଛି। ଆକାଶରେ ହିଁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଜଳିପୋଡ଼ିଗଲା।…