ଓଡ଼ିଶାପାଣିପାଗ ଓ ପରିବେଶ

ଗୁରୁବାର ୧୦  ଟି ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରେକର୍ଡ

ଭୁବନେଶ୍ୱର : ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଥବା ବେଳେ ରାଜ୍ୟରେ  ସର୍ବୋଚ୍ଚ ତାପମାତ୍ରା  ସୋନପୁରରେ ୪୪.୨  ଡିଗ୍ରି ରେକର୍ଡ ହୋଇଛି । ଏହା ସହିତ ନୁଆପଡାରେ ମଧ୍ୟ  ୪୪ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଭାବରେ ୪୩ ଡିଗ୍ରି ତାପମାତ୍ରା ଉପରେ ଥିବା ସହର ଗୁଡିକ ମଧ୍ୟରେ ଅଛନ୍ତି ସମ୍ବଲପୁର ୪୩.୯,ଝାରସୁଗୁଡା ୪୩.୯, ହିରାକୁଜ ୪୩.୮,  ଟିଟିଲାଗଡ ୪୩.୫, ବଲାଙ୍ଗିର  ୪୩.୫, ରାଉରକେଲା ୪୩.୫  ବରଗଡ ୪.୦୫ . । ଏହା ସହିତ  ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ସହର ଗୁଡିକ ମଧ୍ୟରେ ଅଛନ୍ତି ସୁନ୍ଦରଗଡ, ବୌଦ୍ଧ , ଭବାନିପାଟଣା ଓ ଦେଓଗଡ ।  ୪୧ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ସହର ଗୁଡିକ ହେଉଛି ଅନଗୁଳ, ମାଲକାନାଗିରି, ଭଦ୍ରକ  ଓ  ୪୦ ଡିଗ୍ରୀ ତାପମାତ୍ରା  ଉପରେ ରହିଥ>ବା ସହର ଗୁଡିକ ହେଉଛି  ଚାନ୍ଦବାଲି, ନୟାଗଡ ଫୁଲବାଣୀ ଓ ତାଳଚେର ଅଛି ।

Leave a Reply

Your email address will not be published.

Back to top button