ପତ୍ନୀର ପରକୀୟାପ୍ରୀତି ଚର୍ଚ୍ଚା- କର୍ମଚାରୀଙ୍କୁ ଲଗାଇ ମର୍ଡର କଲା ସ୍ୱାମୀ

ଲକ୍ଷ୍ନୌରେ ରିକଭରି ଏଜେଣ୍ଟ କୁଣାଳ ଶୁକ୍ଳା ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପର୍ଦ୍ଦାଫାସ କରିଛି ପୁଲିସ। ପତ୍ନୀଙ୍କ ପରକୀୟାପ୍ରୀତିକୁ ନେଇ ହେଉଥିଲା ଚର୍ଚ୍ଚା। ଆଉ ବସ୍ ପତ୍ନୀଙ୍କୁ…