ଏସସିବି ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଡାକ୍ତର ବହିଷ୍କୃତ

କଟକ ଏସସିବି ମେଡିକାଲରେ ଦୁଷ୍କର୍ମ ଘଟଣା। ଏସସିବିରୁ ବହିଷ୍କାର ହେଲେ ଡାକ୍ତର ଦିଲବାଗ୍‌‌ ସିଂହ। ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର କଲେଜ…