ମହାକୁମ୍ଭରେ ଭୟଙ୍କର ଅଗ୍ନିକାଣ୍ଡ

ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ। ଶାସ୍ତ୍ରୀ ବ୍ରିଜର ସେକ୍ଟର ୨୦ ନିକଟରେ ଥିବା ୧୫ଟି ଟେଣ୍ଟ ଜଳି ପାଉଁଶ। ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ପ୍ରୟାସ ଜାରି…