ଦି ଖଣ୍ଡ ହୋଇଗଲା ପୋଲ- ନଦୀ ଗର୍ଭକୁ ଖସିଲା ଗାଡ଼ି- ୯ ମୃତ

ଭୁଷୁଡ଼ିଲା ଗମ୍ଭୀରା ପୋଲ। ଦି ଖଣ୍ଡ ହୋଇଗଲା। ଆଉ ପୋଲରୁ ମହିସାଗର ନଦୀକୁ ଖସିପଡ଼ିଲା ଗୋଟିଏ ପରେ ଗୋଟିଏ ଗାଡ଼ି। ଟ୍ରକ, ଟ୍ୟାଙ୍କର, ବୋଲେରୋ ଓ ବାଇକ୍…