ଏପ୍ରିଲରୁ ଭୁବନେଶ୍ୱରରୁ ଗୋଆ ବିମାନସେବା

ଏପ୍ରିଲ ପହିଲାରୁ ଗୋଆକୁ ଉଡ଼ିବ ବିମାନ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ ସିଧାସଳଖ ଉଡ଼ିବ ବିମାନ। ସପ୍ତାହକୁ ଚାରି ଦିନ ଏହି ସେବା ଉପଲବ୍ଧ…